ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
प्रविष्टि तिथि:
15 AUG 2021 6:26AM by PIB Bhubaneshwar
ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆପଣମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ।
ଆପଣମାନଙ୍କୁ ୭୫ତମ ସ୍ୱାଧୀନତା ଦିବସର ଅନେକ ଅଭିନନ୍ଦନ । ଆଜାଦୀ କେ ଅମୃତ ମହୋତ୍ସବର ଏହି ବର୍ଷ ଦେଶବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ନବଚେତନା ସଞ୍ଚାର କରୁ ।
ଜୟ ହିନ୍ଦ!
#ଇଣ୍ଡିଆଇଣ୍ଡିପେଣ୍ଡେନ୍ସଡେ”
SR
(रिलीज़ आईडी: 1746042)
आगंतुक पटल : 233
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam