ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କିନୌର ଭୂସ୍ଖଳଖ ସମ୍ପର୍କରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
Posted On:
11 AUG 2021 3:01PM by PIB Bhubaneshwar
କିନୌର ଭୂସ୍ଖଳନଜନିତ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁରଙ୍କ ସହ କଥା ହୋଇଛନ୍ତି । ଜାରି ରହିଥିବା ଉଦ୍ଧାର କାର୍ଯ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଟ୍ୱିଟରେ କୁହାଯାଇଛି,
“ପ୍ରଧାନମନ୍ତ୍ରୀ @ନରେନ୍ଦ୍ର ମୋଦୀ କିନୌର ଭୂସ୍ଖଳନଜନିତ ସ୍ଥିତି ସମ୍ପର୍କରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ @ଜୟରାମଠାକୁରବିଜେପିଙ୍କ ସହ ଆଲୋଚନା କରିଛନ୍ତି । ଜାରି ଉଦ୍ଧାରକାର୍ଯ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।”
SR
(Release ID: 1744924)
Visitor Counter : 205
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam