ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ରେଖା ଶର୍ମା ଆଉ ୩ ବର୍ଷର ଅନ୍ୟ ଏକ ଅବଧି ପାଇଁ ମନୋନୀତ ହୋଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2021 9:04AM by PIB Bhubaneswar

ଜାତୀୟ ମହିଳା କମିଶନର ଆଇନ୍‍, ୧୯୯୦ (୧୯୯୦ ୨୦) ଧାରା ଅନୁଯାୟୀ, କେନ୍ଦ୍ର ସରକାର ଶ୍ରୀମତୀ ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନର ଅଧ୍ୟଧା ଭାବରେ ମନୋନିତ କରିଛନ୍ତି ଏବଂ ଏହା ୦୭.୦୮.୦୨୧ରୁ ବର୍ଷ ପାଇଁ କିମ୍ବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ, ଯାହା ସବୁଠାରୁ ପ୍ରଥମେ ଆସିବ ସେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ

 

HS


(ରିଲିଜ ଆଡି: 1743512) ପରିଦର୍ଶକ କାଉଣ୍ଟର : 316
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Bengali , Punjabi , Gujarati , Tamil