ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ୍
Posted On:
27 JUL 2021 9:25AM by PIB Bhubaneshwar
ଜାତୀୟ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୪୪.୧୯ କୋଟି ଟିକା ଡୋଜ୍ ପ୍ରଦାନ କରାଯାଇ ସାରିଲାଣି
ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩,୦୬,୨୧,୪୬୯ ସୁସ୍ଥ ହୋଇସାରିଲେଣି
ଆରୋଗ୍ୟ ହାର ଏବେ ୯୭.୩୯% ରହିଛି
ଗତ ୨୪ ଘଣ୍ଟା ମଧ୍ୟରେ ୪୨,୩୬୩ ରୋଗୀ ସୁସ୍ଥ ହୋଇଛନ୍ତି
୧୩୨ ଦିନ ପରେ ଭାରତରେ ଦୈନିକ ମାମଲା ୩୦,୦୦୦ରୁ କମ୍; ଗତ ୨୪ ଘଣ୍ଟାରେ ୨୯,୬୮୯ ନୂଆ ମାମଲା
୧୨୪ ଦିନ ପରେ ଭାରତର ସକ୍ରିୟ ମାମଲା ୪,୦୦,୦୦୦ରୁ କମ୍; ଏବେ ଏହା ୩,୯୮,୧୦୦
ମୋଟ ମାମଲାରେ ସକ୍ରିୟ ମାମଲା ଅଂଶ ୧.୨୭%
ସାପ୍ତାହିକ ପଜିଟିଭିଟି ହାର ୫% ତଳେ; ବର୍ତ୍ତମାନ ଏହା ୨.୩୩%
ଦୈନିକ ପଜିଟିଭିଟି ହାର ଏବେ ୧.୭୩%; ୫%ରୁ କମ୍ ହାର ଜାରି
ଟେଷ୍ଟିଙ୍ଗ କ୍ଷମତା କ୍ରମାଗତ ଭାବେ ବୃଦ୍ଧି ପାଉଛି- ମୋଟ ୪୫.୯୧ କୋଟି ଟେଷ୍ଟ ହୋଇସାରିଲାଣି
SR
(Release ID: 1739492)
Visitor Counter : 237
Read this release in:
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam