ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

Posted On: 27 JUL 2021 9:25AM by PIB Bhubaneshwar

ଜାତୀୟ ଟିକାକରଣ ଅଭିଯାନରେ ପର୍ଯ୍ୟନ୍ତ ୪୪.୧୯ କୋଟି ଟିକା ଡୋଜ୍ ପ୍ରଦାନ କରାଯାଇ ସାରିଲାଣି

ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ,୦୬,୨୧,୪୬୯ ସୁସ୍ଥ ହୋଇସାରିଲେଣି

ଆରୋଗ୍ୟ ହାର ଏବେ ୯୭.୩୯% ରହିଛି

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୩୬୩ ରୋଗୀ ସୁସ୍ଥ ହୋଇଛନ୍ତି

୧୩୨ ଦିନ ପରେ ଭାରତରେ ଦୈନିକ ମାମଲା ୩୦,୦୦୦ରୁ କମ୍; ଗତ ୨୪ ଘଣ୍ଟାରେ ୨୯,୬୮୯ ନୂଆ ମାମଲା

୧୨୪ ଦିନ ପରେ ଭାରତର ସକ୍ରିୟ ମାମଲା ,୦୦,୦୦୦ରୁ କମ୍; ଏବେ ଏହା ,୯୮,୧୦୦

ମୋଟ ମାମଲାରେ ସକ୍ରିୟ ମାମଲା ଅଂଶ .୨୭%

ସାପ୍ତାହିକ ପଜିଟିଭିଟି ହାର % ତଳେ; ବର୍ତ୍ତମାନ ଏହା .୩୩%

ଦୈନିକ ପଜିଟିଭିଟି ହାର ଏବେ .୭୩%; %ରୁ କମ୍ ହାର ଜାରି

ଟେଷ୍ଟିଙ୍ଗ କ୍ଷମତା କ୍ରମାଗତ ଭାବେ ବୃଦ୍ଧି ପାଉଛି- ମୋଟ ୪୫.୯୧ କୋଟି ଟେଷ୍ଟ ହୋଇସାରିଲାଣି

 

SR



(Release ID: 1739492) Visitor Counter : 206