ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ବୁଦାପେଷ୍ଟରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ ଚାମ୍ପିଅନସିପରେ ପଦକ ଜିତିଥିବା ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
                    
                    
                        
                    
                
                
                    Posted On:
                26 JUL 2021 11:38AM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହଙ୍ଗେରିର ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ ଚାମ୍ପିଅନସିପରେ ପଦକ ଜିତିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । 
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଯୋଗେ କହିଛନ୍ତି, ଆମ କ୍ରୀଡାବିତମାନେ ଆମକୁ ଗୌରବାନ୍ୱିତ କରି ଚାଲିଛନ୍ତି । ହଙ୍ଗେରିର ବୁଦାପେଷ୍ଟ ଠାରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଟ ଚାମ୍ପିଅନସିପରେ ଭାରତ ୫ଟି ସ୍ୱର୍ଣ୍ଣପଦକ ସହ ୧୩ଟି ପଦକ ଜିତିଛି । ଆମ ଟିମକୁ ଶୁଭେଚ୍ଛା ଜଣାଉଛି ଓ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା । 
 
SR
                
                
                
                
                
                (Release ID: 1739216)
                Visitor Counter : 246
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam