ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପଡେଟ
Posted On:
26 JUL 2021 9:16AM by PIB Bhubaneshwar
ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୪୩.୫୧ କୋଟି ଟିକା ଡୋଜ ପ୍ରଦାନ କରାଯାଇଛି
ଏପର୍ଯ୍ୟନ୍ତ ସାରା ଦେଶର ସମୁଦାୟ ସୁସ୍ଥ ସଂଖ୍ୟା ୩,୦୫,୭୯,୧୦୬ ରହିଛି ।
ଆରୋଗ୍ୟ ହାର ବର୍ତ୍ତମାନ ୯୭.୩୫% ରହିଛି ।
ଗତ ୨୪ ଘଣ୍ଟାରେ ୩୫,୯୬୮ ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶରେ ୩୯,୩୬୧ ନୂଆ ମାମଲା ଚିହ୍ନଟ ହୋଇଛି ।
ଭାରତର ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪,୧୧,୧୮୯ ରହିଛି ।
ସକ୍ରିୟ ମାମଲା ସଂଖ୍ୟା ସମୁଦାୟ ମାମଲାର ୧.୩୧% ରହିଛି ।
ସାପ୍ତାହିକ ପଜିଟିଭ ହାର ୫%ରୁ କମ ରହିଛି, ବର୍ତ୍ତମାନ ଏହା ୨.୩୧% ରହିଛି ।
ଦୈନିକ ପଜିଟିଭ ହାର ୩.୪୧% ରହିଛି, ଏହା ୫% ତଳକୁ ରହିଛି ।
ପରୀକ୍ଷଣ ଦକ୍ଷତା ବେଶ ବୃଦ୍ଧି ପାଇଛି- ସମୁଦାୟ ୪୫.୭୪ କୋଟି ପରୀକ୍ଷଣ ହୋଇଛି ।
SR
(Release ID: 1739213)
Read this release in:
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam