ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟୋକିଓ ଅଲିମ୍ପିକ୍ସ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 JUL 2021 1:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020 ପାଇଁ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କୁ ଶୁଭକାମନା ଜଣାଇଛନ୍ତି।

ଏକ ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଜାପାନକୁ ଟୋକିଓ ଅଲିମ୍ପିକ୍ସ 2020 ଏବଂ ପାରା ଅଲିମ୍ପିକ୍ସ ଲାଗି ଅନେକ ଅନେକ ଶୁଭକାମନା। ଏହି ଅଲିମ୍ପିକ୍ସରେ ଆମେ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳୀଙ୍କ ଠାରୁ ଅସାଧାରଣ ପ୍ରଦର୍ଶନ ପାଇଁ ଆଶାବାଦୀ ରହିଛୁ।”

 

********

P.S


(ରିଲିଜ ଆଡି: 1738114) ପରିଦର୍ଶକ କାଉଣ୍ଟର : 244