ରସାୟନ ଓ ସାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି – ଆବଣ୍ଟିତ- ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼

Posted On: 23 JUN 2021 12:51PM by PIB Bhubaneshwar

ଆଜି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମ୍ୟୁକୋରମାଇକୋସିସ ଚିକିତ୍ସା ପାଇଁ ଅତିରିକ୍ତ ୬୧,୧୨୦ ଭାଏଲ ଲିପୋସୋମାଲ ଆମ୍ଫୋଟେରିସିନ-ବି ଇଞ୍ଜେକସନ୍ ପ୍ରଦାନ କରାଯାଇଥିବା କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ ଘୋଷଣା କରିଛନ୍ତି । 

https://twitter.com/DVSadanandGowda/status/1407573989946318849?s=20

ମ୍ୟୁକୋରମାଇକୋସିସ ରୋଗୀଙ୍କ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ ୭.୯ ଲକ୍ଷ ଭାଏଲ ଇଞ୍ଜେକସନ୍ ଆବଣ୍ଟିତ ହୋଇସାରିଛି ବୋଲି ରସାୟନ ଓ ସାର ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

SR



(Release ID: 1729757) Visitor Counter : 216