ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-୧୯ ଅପଡେଟ୍

Posted On: 05 JUN 2021 9:25AM by PIB Bhubaneshwar

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ ସଂକ୍ରମଣ ଭାବେ ୧.୨୦ କରୋନା ମାମଲା ଆସିଛି, ଯାହାକି ୫୮ ଦିନ ମଧ୍ୟରେ ସର୍ବର୍ନିମ୍ନ

କ୍ରମାଗତ ନବମ ଦିନରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି

ହ୍ରାସ ପାଇବା ଧାରାରେ ଭାରତରେ ସକ୍ରିୟ କରୋନା ମାମଲା ହ୍ରାସ ପାଇ ୧୫,୫୫,୨୪୮ ହୋଇଛି

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୮୦,୭୪୫ ହ୍ରାସ ହୋଇଛି

ଦେଶରେ ଏ ପର୍ଯ୍ୟନ୍ତ ୨.୬୭ କୋଟିରୁ ଅଧିକ ଲୋକ କୋଭିଡ ସଂକ୍ରମଣରୁ ସୁସ୍ଥ ହେଲେଣି

ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭,୮୯୪ ଜଣ ସୁସ୍ଥ ହୋଇଛନ୍ତି

କ୍ରମାଗତ ୨୩ ଦିନ ଧରି ଦୈ÷ନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରବମଣ ସଂଖ୍ୟାକୁ ପଛରେ ପକାଇଛି

ଜାତୀୟ ସୁସ୍ଥତା ହାରରେ ବୃଦ୍ଧି ଜାରି ରହିଛି, ଆଜି ଏହା ଅଛି ୯୩.୩୮%

ସାପ୍ତାହିକ ପଜିଟିଭିଟି ହାର ଏବେ ଅଛି ୬.୮୯%

ଦୈନିକ ପଜିଟିଭିଟି ହାର ଆହୁରି ହ୍ରାସ ପାଇ ୫.୭୮% ହୋଇଛି, କ୍ରମାଗତ ୧୨ ଦିନ ଧରି ଏହା ୧୦% ତଳେ ରହିଛି

ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୩୬.୧ କୋଟିରୁ ଅଧିକ ଟେଷ୍ଟ ହୋଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୨.୭୮ କୋଟି ଡୋଜ୍ ଟିକା ଦିଆଯାଇଛି

 

SR



(Release ID: 1724663) Visitor Counter : 142