ରସାୟନ ଓ ସାର ମନ୍ତ୍ରଣାଳୟ

ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ ଅତିରିକ୍ତ 30100 ଭାଏଲ ଆମ୍ଫୋଟେରିସିନ୍-ବି ଆବଣ୍ଟିତ - ଶ୍ରୀ ଡି.ଭି ସଦାନନ୍ଦ ଗୌଡା

ଓଡ଼ିଶାକୁ ମିଳିଲା 50 ଭାଏଲ୍ସ

Posted On: 31 MAY 2021 2:13PM by PIB Bhubaneshwar

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି ସଦାନନ୍ଦ ଗୌଡା ଘୋଷଣା କରିଛନ୍ତି ଯେ ଆମ୍ଫୋଟେରିସିନ୍-ବି ର ଅତିରିକ୍ତ 30100 ଭାଏଲ୍ସ ଆଜି ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ ଆବଣ୍ଟିତ କରାଯାଇଛି । ସେଥିମଧ୍ୟରୁ ଓଡ଼ିଶାକୁ ମିଳିଛି 50 ଭାଏଲ୍ସ ।

 31 ମେ 2021ରେ ଆବଣ୍ଟିତ ହୋଇଥିବା ଅତିରିକ୍ତ ଆମ୍ଫୋଟେରିସିନ ଇଞ୍ଜେକ୍ସନର ତାଲିକା

କ୍ରମିକ ସଂଖ୍ୟା

ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ

ଆବଣ୍ଟିତ ସଂଖ୍ୟା

1

ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ

0

2

ଆନ୍ଧ୍ରପ୍ରଦେଶ

1600

3

ଅରୁଣାଚଳ ପ୍ରଦେଶ

0

4

ଆସାମ

50

5

ବିହାର

500

6

ଚଣ୍ଡିଗଡ

280

7

ଛତିଶଗଡ

260

8

ଡି ଏଣ୍ଡ ଡି ଏଣ୍ଡ ଡି  ଏଣ୍ଡ ଏନ

0

9

ଦିଲ୍ଲୀ

1190

10

ଗୋଆ

50

11

ଗୁଜରାଟ

5630

12

ହରିୟାଣା

1200

13

ହିମାଚଳ ପ୍ରଦେଶ

50

14

ଜମ୍ମୁ ଓ କଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ)

50

15

ଝାଡଖଣ୍ଡ

70

16

କର୍ଣ୍ଣାଟକ

1930

17

କେରଳ

70

18

ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ)

0

19

ଲାକ୍ଷାଦୀପ

0

20

ମଧ୍ୟପ୍ରଦେଶ

1920

21

ମାହାରାଷ୍ଟ୍ର

5900

22

ମଣିପୁର

0

23

ମେଘାଳୟ

0

24

ମିଜୋରାମ

0

25

ନାଗାଲାଣ୍ଡ

0

26

ଓଡିଶା

50

27

ପୁଡୁଚେରୀ

60

28

ପଞ୍ଜାବ

340

29

ରାଜସ୍ଥାନ

3670

30

ସିକ୍କିମ

0

31

ତାମିଲନାଡୁ

680

32

ତେଲଙ୍ଗାନା

1200

33

ତ୍ରିପୁରା

50

34

ଉତ୍ତରପ୍ରଦେଶ

1710

35

ଉତ୍ତରାଖଣ୍ଡ

280

36

ପଶ୍ଚିମବଙ୍ଗ

50

37

କେନ୍ଦ୍ରୀୟ ଅନୁଷ୍ଠାନ

1260

ମୋଟ

30100

 

**********

TRP/



(Release ID: 1723223) Visitor Counter : 183