ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୧୫ କୋଟିରୁ ଅଧିକ ଟିକାକରଣ କଭରେଜ ସହ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛି

ଗତ ୨୪ ଘଣ୍ଟାରେ ୨.୬୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

କୋଭିଡ ମୃତ୍ୟୁହାର ହ୍ରାସ ପାଇ ୧.୧୧% ହୋଇଛି

୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ହୋଇନାହିଁ

Posted On: 29 APR 2021 10:46AM by PIB Bhubaneshwar

କୋଭିଡ ୧୯ ମହାମାରୀ ବିରୋଧୀ ଲଢେଇରେ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭାରତର ସାମଗ୍ରିକ କୋଭିଡ ୧୯ ଟିକାକରଣ ୧୫ କୋଟି ଅତିକ୍ରମ କରିଛି ।

ଆଜି ସକାଳ ସାତଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୨,୦୭,୦୬୫ ସେସନରେ ୧୫,୦୦, ୨୦,୬୪୮ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥିରେ ୯୩,୬୭,୫୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ  ୬୧,୪୭,୯୧୮ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୨୩,୧୯,୯୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୬୬,୧୨,୭୮୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୫,୧୪,୯୯,୮୩୪ ପ୍ରଥମ ଡୋଜ ହିତାଧିକାରୀ ଓ ୯୮,୯୨,୩୮୦ ଦ୍ୱିତୀୟ ଡୋଜ ହିତାଧିକାରୀ ୬୦ ବର୍ଷରୁ ଅଧିକ ଓ  ୫,୧୦,୨୪,୮୮୬ (ପ୍ରଥମ ଡୋଜ) ଓ ୩୧,୫୫,୪୧୮ (ଦ୍ୱିତୀୟ ଡୋଜ) ୪୫ରୁ ୬୦ ବର୍ଷ ବୟସ୍କ ହିତାଧିକାରୀ ସାମିଲ ଅଛନ୍ତି । 

        ଏଚସିଡବ୍ଲୁ

ଏଫଏଲଡବ୍ଲୁ,

୪୫ରୁ ୬୦ ବୟସ ବର୍ଗ

୬୦ ବୟସ

 

ସମୁଦାୟ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

୯୩,୬୭,୫୨୦

୬୧,୪୭,୯୧୮

୧,୨୩,୧୯,୯୦୩

୬୬,୧୨,୭୮୯

୫,୧୦,୨୪,୮୮୬

୩୧,୫୫,୪୧୮

୫,୧୪,୯୯,୮୩୪

୯୮,୯୨,୩୮୦

୧୫,୦୦, ୨୦,୬୪୮

ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ଟୀକାକରଣରେ ୧୦ଟି ରାଜ୍ୟରେ ୬୭.୧୮% ଟୀକା ପ୍ରଦାନ କରାଯାଇଛି ।  

ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛି

ଟୀକାକରଣ ଅଭିଯାନର ୧୦୩ ଦିନ (ଏପ୍ରିଲ ୨୮, ୨୦୨୧) ସୁଦ୍ଧା ୨୧,୯୩, ୨୮୧ ଟୀକା ଡୋଜ ପ୍ରଦାନ କରାଯାଇଛି । 

୨୦,୯୪୪ ସେସନରେ ୧୨,୮୨,୧୩୫ ହିତାଧିକାରୀ ପ୍ରଥମ ଡୋଜ ଓ ୯,୧୧,୧୪୬ ହିତାଧିକାରୀ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି । 

ତାରିଖ: ଏପ୍ରିଲ ୨୮, ୨୦୨୧ (୧୦୩ ଦିନ)

ଏଚସିଡବ୍ଲୁ

ଏଫଏଲଡବ୍ଲୁ,

୪୫ରୁ ୬୦ ବୟସ ବର୍ଗ

୬୦ ବୟସ

ସମୁଦାୟ ଉପଲବ୍ଧି

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

ପ୍ରଥମ ଡୋଜ

ଦ୍ୱିତୀୟ ଡୋଜ

୧୯,୭୪୫

୪୧,୬୮୧

୯୭,୯୨୮

୮୬,୪୧୧

୭,୫୦,୩୦୫

୨,୨୭,୯୬୬

୪,୧୪,୧୫୭

୫,୫୫,୦୮୮

୧୨,୮୨,୧୩୫

୯,୧୧,୧୪୬

ଭାରତରେ ଆଜି ପର୍ଯ୍ୟନ୍ତ ୧,୫୦,୮୬,୮୭୮  କୋଭିଡ ରୋଗୀ ସୁସ୍ଥ ହେଲେଣି । ଜାତୀୟ ସୁସ୍ଥତା ହାର ୮୨.୧୦% ରହିଛି ।  

ଗତ ୨୪ ଘଣ୍ଟାରେ ୨,୬୯,୫୦୭ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ।

୧୦ଟି ରାଜ୍ୟରେ ୭୮.୦୭ % ରୋଗୀ ସୁସ୍ଥ ହୋଇଛନ୍ତି । 

ଗତ ୨୪ ଘଣ୍ଟାରେ ୩,୭୯,୨୫୭ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଦଶଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ୭୨.୨୦ % ନୂଆ ମାମଲା ପଞ୍ଜିକୃତ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୬୩,୩୦୯ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ କର୍ଣ୍ଣାଟକରେ ୩୯,୦୪୭ ଓ କେରଳରେ ୩୫,୦୧୩ ନୂଆ ମାମଲା ପଞ୍ଜିକୃତ ହୋଇଛି । 

ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୩୦,୮୪,୮୧୪ରେ ପହଞ୍ଚିଛି । ଏହା ଦେଶର ସମୁଦାୟ ସକ୍ରିୟ ମାମଲାର ୧୬.୭୯ ପ୍ରତିଶତ । ଗତ ୨୪ ଘଣ୍ଟାରେ ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟାରେ ୧,୦୬,୧୦୫ ବୃଦ୍ଧି ପାଇଛି ।    

ଭାରତର ସମୁଦାୟ ସକ୍ରିୟ ମାମଲାରେ ୧୧ଟି ରାଜ୍ୟର ୭୮.୨୬% ଭାଗିଦାରୀ ରହିଛି ।    

ଦେଶରେ କୋଭିଡ ମୃତ୍ୟୁ ହାର (ସିଏଫଆର) ହ୍ରାସ ପାଉଛି ଓ ଏବେ ୧.୧୧% ରହିଛି ।

ଗତ ୨୪ ଘଣ୍ଟାରେ ୩୬୪୫ଟି ମୃତ୍ୟୁ ପଞ୍ଜିକୃତ ହୋଇଛି ।

୧୦ଟି ରାଜ୍ୟରେ ୭୮.୭୧%  ନୂଆ କୋଭିଡ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୩୫  ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀର ଦୈନିକ ୩୬୮ ମୃତ୍ୟୁ ହୋଇଛି ।  

ଗତ ୨୪ ଘଣ୍ଟାରେ ୬ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା ଦାଦ୍ରା ଓ ନଗରହାବେଳି ଓ ଦାମନ ଓ ଦିଉ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ତ୍ରିପୁରା, ଲାକ୍ଷାଦ୍ୱୀପ, ମିଜୋରମ, ଅରୁଣାଚଳ ପ୍ରଦେଶ ।   

SR

 



(Release ID: 1714873) Visitor Counter : 246