ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାବୀର ଜୟନ୍ତୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 25 APR 2021 11:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭଗବାନ ମହାବୀରଙ୍କ ବାର୍ତ୍ତା ଆମକୁ ଶାନ୍ତି ଏବଂ ଆତ୍ମ-ଶୃଙ୍ଖଳାର ଶିକ୍ଷା ପ୍ରଦାନ କରୁଛି । ମହାବୀର ଜୟନ୍ତୀର ଶୁଭ ଅବସରରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆମ ପ୍ରଚେଷ୍ଟାର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

 

**********

TRP/
 


(रिलीज़ आईडी: 1713970) आगंतुक पटल : 201
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam