ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ଶଂଖ ଘୋଷଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 21 APR 2021 3:16PM by PIB Bhubaneswar

ପ୍ରଖ୍ୟାତ ସାହିତ୍ୟକାର ଶ୍ରୀ ଶଂଖ ଘୋଷଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଶ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି, “ବଙ୍ଗାଳୀ ଏବଂ ଭାରତୀୟ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଲାଗି ଶ୍ରୀ ଶଂଖ ଘୋଷ ସ୍ମରଣୀୟ ହୋଇ ରହିବେ ତାଙ୍କ ରଚିତ ପୁସ୍ତକ ବ୍ୟାପକ ଭାବରେ ପଢାଯାଇଛି ଏବଂ ପ୍ରଶଂସିତ ହୋଇଛି ତାଙ୍କ ବିୟୋଗରେ ମର୍ମାହତ ତାଙ୍କ ପରିବାର ଏବଂ ବନ୍ଧୁ ବର୍ଗଙ୍କୁ ମୋର ସମବେଦନା । ଓମ ଶାନ୍ତି”

 

**********

TRP/


(रिलीज़ आईडी: 1713385) आगंतुक पटल : 194
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam