ରାଷ୍ଟ୍ରପତିଙ୍କ ସଚିବାଳୟ
ରାଷ୍ଟ୍ରପତିଙ୍କର ଆଜି ସକାଳେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ଠାରେ କାର୍ଡିଆକ ବାଇପାସ୍ ଅପରେସନ ହୋଇଛି
ପୋଷ୍ଟ କରାଯିବା ଦିନାଙ୍କ:
30 MAR 2021 6:14PM by PIB Bhubaneshwar
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କର ଆଜି ସକାଳେ (ମାର୍ଚ୍ଚ ୩୦,୨୦୨୧) ନୂଆଦିଲ୍ଲୀ ସ୍ଥିତ ଏମ୍ସ ଠାରେ କାର୍ଡିଆକ ବାଇପାସ୍ ଅପରେସନ ହୋଇଛି ।
ଏହି ଅପରେସନ ସଫଳ ହୋଇଛି ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ବରିଷ୍ଠ ଡାକ୍ତରୀଦଳ ତାଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ।
*****
HS
(ରିଲିଜ ଆଡି: 1708561)
ପରିଦର୍ଶକ କାଉଣ୍ଟର : 327