ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ ରାମ ମନୋହର ଲୋହିଆଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 23 MAR 2021 9:09AM by PIB Bhubaneswar

ଡଃ ରାମ ମନୋହର ଲୋହିଆଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାନ ସ୍ଵତନ୍ତ୍ରସେନା ଏବଂ ସମାଜବାଦୀ ଚିନ୍ତକ ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସାଦର ଶ୍ରଦ୍ଧାଞ୍ଜଳି । ସେ ନିଜର ପ୍ରଖର ବୁଦ୍ଧି ଏବଂ ପ୍ରଗତିଶୀଳ ବିଚାର ଦ୍ଵାରା ଦେଶକୁ ନୂଆ ମାର୍ଗ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଛନ୍ତି । ରାଷ୍ଟ୍ର ପ୍ରତି ତାଙ୍କର ଯୋଗଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଥିବ” ।

 

**********

TRP/


(रिलीज़ आईडी: 1707052) आगंतुक पटल : 280
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam