ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିହାର ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 22 MAR 2021 9:54AM by PIB Bhubaneswar

ବିହାର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବିହାର ଦିବସ ଅବସରରେ ରାଜ୍ୟର ସମସ୍ତ ଅଧିବାସୀଙ୍କୁ ଅନେକ ଅନେକ ଶୁଭକାମନା ଅତୀତର ଗୌରବ ଏବଂ ସମୃଦ୍ଧ ସଂସ୍କୃତି ପାଇଁ ବିଶେଷ ଭାବେ ପରିଚିତ ଏହି ରାଜ୍ୟ ବିକାଶ ପଥରେ ପ୍ରତିଦିନ ନୂଆ ନୂଆ ମାଇଲଖୁଣ୍ଟ ସୃଷ୍ଟି କରୁଥାଉ

 

**********

TRP/


(ରିଲିଜ ଆଡି: 1706572) ପରିଦର୍ଶକ କାଉଣ୍ଟର : 199