ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହେରାଥ ଉପଲକ୍ଷେ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା
प्रविष्टि तिथि:
10 MAR 2021 7:13PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେରାଥ ଉପଲକ୍ଷେ ଲୋକମାନଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ହେରାଥ ମୁବାରକ! ମୁଁ ପ୍ରାର୍ଥନା କରୁଛି ଏହି ଶୁଭ ଅବସରରେ ସବୁଆଡେ ଆନନ୍ଦ ଏବଂ ଉଲ୍ଲାସ ବୃଦ୍ଧି ପାଉ । ଆଗାମୀ ଦିନରେ ସମସ୍ତଙ୍କ ଆକାଂକ୍ଷା ପୂରଣ ହେଉ ବୋଲି ଆଶା କରୁଛି” ।
**********
TRP
(रिलीज़ आईडी: 1704066)
आगंतुक पटल : 167
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada