ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 FEB 2021 1:29PM by PIB Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । 

ଏମ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ଆମେ ସ୍ମରଣ କରୁଛୁ । ତାଙ୍କ ଦୀର୍ଘ ବର୍ଷର ଲୋକସେବାରେ ସେ ଭାରତର ବିକାଶ ଲାଗି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଅଖଣ୍ଡତା ଏବଂ ଗଣତନ୍ତ୍ର ପ୍ରତି ତାଙ୍କର ଦୃଢ ସଂକଳ୍ପ ପାଇଁ ସେ ପରିଚିତ ଥିଲେ" । 

 

**********

TRP/


(रिलीज़ आईडी: 1701559) आगंतुक पटल : 181
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam