ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବସନ୍ତ ପଞ୍ଚମୀ, ସରସ୍ଵତୀ ପୂଜା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2021 9:35AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସନ୍ତ ପଞ୍ଚମୀ ଏବଂ ସରସ୍ଵତୀ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବସନ୍ତ ପଞ୍ଚମୀ ଏବଂ ସରସ୍ଵତୀ ପୂଜାର ଶୁଭ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା” ।

 

**********

TRP/


(ରିଲିଜ ଆଡି: 1698670) ପରିଦର୍ଶକ କାଉଣ୍ଟର : 290