ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଜୀବନ ରକ୍ଷକ ପଦକ ଶୃଙ୍ଖଳା ପୁରସ୍କାର – 2020 ପ୍ରଦାନକୁ ଅନୁମୋଦନ କଲେ ରାଷ୍ଟ୍ରପତି
प्रविष्टि तिथि:
25 JAN 2021 3:20PM by PIB Bhubaneshwar
ଦେଶର 40 ଜଣଙ୍କ ଉପରେ ଜୀବନ ରକ୍ଷକ ପଦକ ଶୃଙ୍ଖଳା ପୁରସ୍କାର – 2020 ପ୍ରଦାନକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି, ଯେଉଁଥିରେ ସର୍ବୋତ୍ତମ ଜୀବନ ରକ୍ଷକ ପଦକ ଜଣେ, ଉତ୍ତମ ଜୀବନ ରକ୍ଷକ ପଦକ 8 ଜଣ ଏବଂ ଜୀବନ ରକ୍ଷକ ପଦକ 31 ଜଣ ଅନ୍ତର୍ଭୁକ୍ତ । ଏଥିମଧ୍ୟରେ ମରଣୋତ୍ତର ପୁରସ୍କାର ଗୋଟିଏ । ସବିଶେଷ ବିବରଣୀ ନିମ୍ନରେ :
ସର୍ବୋତ୍ତମ ଜୀବନ ରକ୍ଷକ ପଦକ
1. ଶ୍ରୀ ମହମ୍ମଦ ମହସିନ (ମରଣୋତ୍ତର), କେରଳ
ଉତ୍ତମ ଜୀବନ ରକ୍ଷକ ପଦକ
1. ଶ୍ରୀ ରାମଶିଭାଇ ରତ୍ନାଭାଇ ସମଦ (ରବାରି), ଗୁଜରାଟ
2. ଶ୍ରୀ ପରମେଶ୍ଵର ବାଲାଜି ନଗର୍ଗୋଜୀ, ମହାରାଷ୍ଟ୍ର
3. କୁମାରୀ ଅମନଦୀପ କୌର, ପଞ୍ଜାବ
4. ଶ୍ରୀ କୋରିପଲ୍ଲୀ ସୃଜନ ରେଡ୍ଡୀ, ତେଲଙ୍ଗାନା
5. ମାଷ୍ଟର ଟିଙ୍କୁ ନିଶାଦ, ଉତ୍ତରପ୍ରଦେଶ
6. ଶ୍ରୀମତୀ ହିମାନୀ ବିଶ୍ଵାଳ, ମଧ୍ୟପ୍ରଦେଶ
7. କୁମାରୀ କଳାଗରଲା ସହିଥି, ଆନ୍ଧ୍ରପ୍ରଦେଶ
8. ଶ୍ରୀ ଭୁବନେଶ୍ୱର ପ୍ରଜାପତି, ଉତ୍ତରପ୍ରଦେଶ
ଜୀବନ ରକ୍ଷକ ପଦକ
1. ଶ୍ରୀ ଭବେଶ କୁମାର ସତୁଜି ଭିହୋଲ, ଗୁଜରାଟ
2. ଶ୍ରୀ ଈଶ୍ଵରଲାଲ ମନୁଭାଇ ସାଙ୍ଗଡା, ଗୁଜରାଟ
3. ଶ୍ରୀ ମନମୋହନ ସିଂହ ରାଠୋର, ଗୁଜରାଟ
4. ଶ୍ରୀ ପ୍ରକାଶ କୁମାର ଭାବାଚାନ୍ଦ ଭାଇ ବେକାରୀୟା, ଗୁଜରାଟ
5. ଶ୍ରୀ ରାହବର ବିରଭଦ୍ରସିଂ ତେଜସିଂ, ଗୁଜରାଟ
6. ଶ୍ରୀ ରାକେଶଭାଇ ବାବୁଭାଇ ଯାଦବ, ଗୁଜରାଟ
7. ଶ୍ରୀ ବିଜୟ ଅଜିତ ଛଇରା, ଗୁଜରାଟ
8. ମାଷ୍ଟର ଅରୁଣ ଥୋମାସ, କେରଳ
9. ମାଷ୍ଟର ରୋଜିନ ରୋବର୍ଟ, କେରଳ
10. ଶ୍ରୀ ସିଜୁ ପି. ଗୋପୀ, କେରଳ
11. ଶ୍ରୀ ଗୌରିଶଙ୍କର ବ୍ୟାସ, ମଧ୍ୟପ୍ରଦେଶ
12. ଶ୍ରୀ ଜଗଦୀଶ ସିଂହ ସିଦ୍ଧୁ, ମଧ୍ୟପ୍ରଦେଶ
13. ଶ୍ରୀ ପୁଷ୍ପେନ୍ଦ୍ର ସିଂହ ରାୱତ, ମଧ୍ୟପ୍ରଦେଶ
14. ଶ୍ରୀ ରାଜେଶ କୁମାର ରାଜପୁତ, ମଧ୍ୟପ୍ରଦେଶ
15. ଶ୍ରୀ ଅନିଲ ଦଶରଥ ଖୁଲେ, ମହାରାଷ୍ଟ୍ର
16. ଶ୍ରୀ ବାଲାସାହେବ ଧ୍ୟାନଦେଓ ନଗର୍ଗୋଜୀ, ମହାରାଷ୍ଟ୍ର
17. ଶ୍ରୀ ସୁନୀଲ କୁମାର, ଉତ୍ତରପ୍ରଦେଶ
18. ଶ୍ରୀ ମୋହିନ୍ଦର ସିଂହ, ପଞ୍ଜାବ
19. ଶ୍ରୀ ନିହାଲ ସିଂହ, ଉତ୍ତରପ୍ରଦେଶ
20. ମାଷ୍ଟର ଫେଦ୍ରିକ, ଆଣ୍ଡାମାନ ଓ ନିକୋବର
21. ଶ୍ରୀ ମୁକେଶ ଚୌଧୁରୀ, ରାଜସ୍ଥାନ
22. ଶ୍ରୀ ରବୀନ୍ଦ୍ର କୁମାର, ଗୁଜରାଟ
23. ଶ୍ରୀ ଏସ ଏମ ରଫି, କର୍ଣ୍ଣାଟକ
24. ଶ୍ରୀ ଏସ ଭି ଜୋସ, କେରଳ
25. ଶ୍ରୀ ବାଣୀ ହିରେନ କୁମାର, ଗୁଜରାଟ
26. ଶ୍ରୀ ଅବୁଜାମ ରୋବେନ ସିଂ, ମଣିପୁର
27. ଶ୍ରୀ ବାଲା ନାଇକ ବନବଥ, କେରଳ
28. ଶ୍ରୀ ଅଶୋକ ସିଂହ ରାଜପୁତ, ଜମ୍ମୁ ଓ କଶ୍ମୀର
29. ଶ୍ରୀ ପରମଜିତ ସିଂହ, ଜମ୍ମୁ ଓ କଶ୍ମୀର
30. ଶ୍ରୀ ରଞ୍ଜିତ ଚନ୍ଦ୍ର ଇଶୋର, ଜମ୍ମୁ ଓ କଶ୍ମୀର
31. ଶ୍ରୀ ରିଙ୍କୁ ଚୌହାନ, ଉତ୍ତରପ୍ରଦେଶ
ଗୋଟିଏ ବ୍ୟକ୍ତିର ଜୀବନ ରକ୍ଷା କରିବାରେ ମଣିଷର ପ୍ରାକୃତିକ ସମ୍ମାନଜନକ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଏ । ସର୍ବୋତ୍ତମ ଜୀବନ ରକ୍ଷକ ପଦକ, ଉତ୍ତମ ଜୀବନ ରକ୍ଷକ ପଦକ ଏବଂ ଜୀବନ ରକ୍ଷକ ପଦକ ଭାବେ ତିନୋଟି ପ୍ରକାରରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ସମସ୍ତ ବୟସର ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ଏହି ପୁରସ୍କାର ମରୋନତ୍ତର ଭାବେ ମଧ୍ୟ ପ୍ରଦାନ କରାଯାଇପାରେ ।
ପୁରସ୍କାର (ପଦକ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦସ୍ତଖତ ଥିବା ପ୍ରମାଣପତ୍ର ଏବଂ ମୋଟା ଅଙ୍କର ଅର୍ଥରାଶି ଭତ୍ତା) ବିଜେତାଙ୍କୁ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରଣାଳୟ / ସଂଗଠନ / ରାଜ୍ୟ ସରକାରଙ୍କ ଦ୍ଵାରା ଠିକଣା ସମୟରେ ପ୍ରଦାନ କରାଯାଇଥାଏ ।
**********
TRP/
(रिलीज़ आईडी: 1694292)
आगंतुक पटल : 211
इस विज्ञप्ति को इन भाषाओं में पढ़ें:
Telugu
,
Assamese
,
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil