ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରାଖଣ୍ଡ ସ୍ଥାପନା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 09 NOV 2020 9:44AM by PIB Bhubaneswar

ଉତ୍ତରାଖଣ୍ଡ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି,ଉତ୍ତରାଖଣ୍ଡବାସୀଙ୍କୁ ରାଜ୍ୟ ସ୍ଥାପନା ଦିବସରେ ହାର୍ଦ୍ଦିକ ଶୁଭକାମନା ପ୍ରଗତି ପଥରେ ଅଗ୍ରସର, ପ୍ରାକୃତିକ ସମ୍ପଦ ଏବଂ ସୌନ୍ଦର୍ଯ୍ୟଭରା ଏହି ପ୍ରଦେଶ ବିକାଶର ନୂତନ ଶିଖରରେ ପହଞ୍ଚୁ

 

**********


(ରିଲିଜ ଆଡି: 1671495) ପରିଦର୍ଶକ କାଉଣ୍ଟର : 158