ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ରାମଦାସ ଜୀଙ୍କ ପ୍ରକାଶ ପର୍ବରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
02 NOV 2020 2:06PM by PIB Bhubaneshwar
ଶ୍ରୀ ଗୁରୁ ରାମଦାସ ଜୀଙ୍କ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଶ୍ରୀ ଗୁରୁ ରାମଦାସ ଜୀ ଅନ୍ୟମାନଙ୍କର ସେବା, ସମସ୍ତ ପ୍ରକାରର ଅସମାନତା ଓ ଭେଦଭାବକୁ ସମାପ୍ତ କରିବା ଉପରେ ଅଧିକ ଜୋର ଦେଉଥିଲେ । ସହନଶୀଳତା ଏବଂ ସଦଭାବନାପୂର୍ଣ୍ଣ ସମାଜ ପ୍ରତିଷ୍ଠା ଲାଗି ତାଙ୍କର ପ୍ରୟାସ ଆମମାନଙ୍କୁ ଅନୁପ୍ରାଣିତ କରୁଛି । ଶ୍ରୀ ଗୁରୁ ରାମଦାସ ଜୀଙ୍କୁ ପ୍ରକାଶ ପର୍ବର ଶୁଭକାମନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(ରିଲିଜ ଆଡି: 1669539)
ପରିଦର୍ଶକ କାଉଣ୍ଟର : 213
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam