ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଛତିଶଗଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 01 NOV 2020 10:00AM by PIB Bhubaneshwar

ଛତିଶଗଡ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

“ଛତିଶଗଡ ଲୋକଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ହାର୍ଦ୍ଦିକ ଶୁଭକାମନା । ପ୍ରାଚୀନ କାଳରୁ ବିଭିନ୍ନ ସଂସ୍କୃତିର କେନ୍ଦ୍ର ରହିଆସିଥିବା ଏହି ରାଜ୍ୟ ଉନ୍ନତି ଏବଂ ସମୃଦ୍ଧିର ରାସ୍ତାରେ ଆଗକୁ ବଢିଚାଲିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********



(Release ID: 1669360) Visitor Counter : 107