ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ପ୍ରତିଷ୍ଠା ଦିବସରେ ମଧ୍ୟପ୍ରଦେଶ ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 01 NOV 2020 9:49AM by PIB Bhubaneshwar

ମଧ୍ୟପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

“ମଧ୍ୟପ୍ରଦେଶ ନିବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ଅନେକ ଅନେକ ଶୁଭେଚ୍ଛା

ମଧ୍ୟପ୍ରଦେଶ ରାଜ୍ୟବାସୀଙ୍କୁ ପ୍ରତିଷ୍ଠା ଦିବସର ଶୁଭକାମନା । ରାଜ୍ୟ ଅନେକଗୁଡିଏ ପ୍ରମୁଖ କ୍ଷେତ୍ରରେ ପ୍ରଗତି ହାସଲ କରୁଛି ଏବଂ ଆତ୍ମନିର୍ଭର ଭାରତର ସ୍ଵପ୍ନକୁ ସାକାର କରିବା ଦିଗରେ ବହୁତ ବଡ ଯୋଗଦାନ ଦେଉଛି’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(रिलीज़ आईडी: 1669357) आगंतुक पटल : 148
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam