ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲ୍ମୀକି ଜୟନ୍ତୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 31 OCT 2020 9:40AM by PIB Bhubaneswar

ବାଲ୍ମୀକି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“ବାଲ୍ମୀକି ଜୟନ୍ତୀ ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ସାମାଜିକ ସଦ୍ଭାବ, ସମାନତା ଏବଂ ନ୍ୟାୟ ଉପରେ ଆଧାରିତ ତାଙ୍କର ଆଦର୍ଶ ବିଚାର ଦେଶବାସୀଙ୍କୁ ସବୁବେଳେ ପ୍ରେରିତ କରୁଥିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(रिलीज़ आईडी: 1669145) आगंतुक पटल : 160
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam