ପୋଷ୍ଟ କରାଯିବା ଦିନାଙ୍କ:
30 OCT 2020 11:18AM by PIB Bhubaneswar
ମିଲାଦ-ଉନ-ନବୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭକାମନା । ଆଶା କରୁଛି ଏହି ଦିନ ପ୍ରେମ, କରୁଣା ଏବଂ ଭାତୃଭାବକୁ ଆହୁରି ବୃଦ୍ଧି କରିବ । ସମସ୍ତେ ସୁସ୍ଥ ଏବଂ ଖୁସି ହୁଅନ୍ତୁ । ଇଦ୍ ମୁବାରକ!”
**********