ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଜୟା ଦଶମୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା
ପୋଷ୍ଟ କରାଯିବା ଦିନାଙ୍କ:
25 OCT 2020 9:25AM by PIB Bhubaneswar
ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।
“ସମସ୍ତ ଦେଶବାସୀଙ୍କୁ ବିଜୟା ଦଶମୀର ଅନେକ ଅନେକ ଶୁଭକାମନା। ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ଉପରେ ଏହି ମହାପର୍ବ ପ୍ରତ୍ୟେକଙ୍କ ଜୀବନରେ ନୂଆ ପ୍ରେରଣା ନେଇ ଆସୁ।”, ପ୍ରଧାନମନ୍ତ୍ରୀ କହିଛନ୍ତି।
*********
(ରିଲିଜ ଆଡି: 1667509)
ପରିଦର୍ଶକ କାଉଣ୍ଟର : 188
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam