ରାଷ୍ଟ୍ରପତିଙ୍କ ସଚିବାଳୟ

ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2020 12:41PM by PIB Bhubaneswar

ରାଷ୍ଟ୍ରପତି ଭବନରେ ଆଜି (ଅକ୍ଟୋବର 15, 2020) ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଡଃ କଲାମଙ୍କ ଫଟୋ ସମ୍ମୁଖରେ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନର ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

**********

 


(ରିଲିଜ ଆଡି: 1664923) ପରିଦର୍ଶକ କାଉଣ୍ଟର : 177