ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ସର୍ବାଧିକ ସୁସ୍ଥତାରେ ଭାରତର ଆଉ ଏକ ରେକର୍ଡ
● ଗତ 24 ଘଣ୍ଟା ମଧ୍ୟରେ 94,000 ରୁ ଅଧିକ ରୋଗୀ ଆରୋଗ୍ୟ
● ଭାରତର ମୋଟ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଆଜି ଏହା 43 ଲକ୍ଷ ଅତିକ୍ରମ କରିଛି
● ସମୁଦାୟ ସକ୍ରିୟ ମାମଲାର 60 ପ୍ରତିଶତ, ନୂଆ ସଂକ୍ରମଣର 52 ପ୍ରତିଶତ ଏବଂ ନୂତନ ଆରୋଗ୍ୟଙ୍କ ମଧ୍ୟରୁ 60 ପ୍ରତିଶତ 5ଟି ରାଜ୍ୟରୁ
Posted On:
20 SEP 2020 1:36PM by PIB Bhubaneshwar
କ୍ରମାଗତ ଭାବେ ଦୁଇ ଦିନ ପାଇଁ ଭାରତରେ 94,000ରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 94,612 ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା 43 ଲକ୍ଷ (43,03,043) ଅତିକ୍ରମ କରିଛି । ଏହାଦ୍ୱାରା ଆରୋଗ୍ୟ ହାର 79.68% ଛୁଇଁଛି ।
ମୋଟ ସୁସ୍ଥ ରୋଗୀଙ୍କ ମଧ୍ୟରୁ 60 ପ୍ରତିଶତ ପାଞ୍ଚଟି ରାଜ୍ୟରୁ ଯଥା - ମହାରାଷ୍ଟ୍ର, କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ । ଦେଶର ନୂତନ ଆରୋଗ୍ୟ ମାମଲାଙ୍କ ମଧ୍ୟରୁ 23,000ରୁ ଅଧିକ ସଂଖ୍ୟାକୁ ନେଇ ମହାରାଷ୍ଟ୍ର ଆଗରେ ଥିବା ବେଳେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟେ ଦିନିକିଆ ଆରୋଗ୍ୟ ଲାଭରେ 10,000ରୁ ଅଧିକ ଯୋଗଦାନ ଦେଇଛନ୍ତି ।
ଦେଶରେ ଗତ 24 ଘଣ୍ଟା ମଧ୍ୟରେ ମୋଟ 92,605 ନୂତନ ସଂକ୍ରମିତ ମାମଲା ନଜରକୁ ଆସିଛି ।
ଦେଶର ଏହି ନୂତନ ସଂକ୍ରମିତ ମାମଲାଙ୍କ ମଧ୍ୟରୁ 52 ପ୍ରତିଶତ ପାଞ୍ଚଟି ରାଜ୍ୟରୁ ଥିବା ବେଳେ ସର୍ବାଧିକ ଆରୋଗ୍ୟ ଲାଭ ମଧ୍ୟ ଏହି ପାଞ୍ଚୋଟି ରାଜ୍ୟରୁ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ 20,000ରୁ ଅଧିକ (22.16%) ମହାରାଷ୍ଟ୍ରରୁ ।
ଗତ 24 ଘଣ୍ଟା ମଧ୍ୟରେ 1,133 ଜଣଙ୍କ ମୃତ୍ୟୁ ହୋଇଛି ।
ଗତକାଲିର ମୃତକଙ୍କ ମଧ୍ୟରୁ 37 ପ୍ରତିଶତ ଅର୍ଥାତ 425 ଜଣ ମହାରାଷ୍ଟ୍ରରୁ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରୁ ଯଥାକ୍ରମେ 114 ଏବଂ 84 ଜଣଙ୍କର ମୃତ୍ୟୁ ଘଟିଛି ।
କ୍ରମିକ ସଂଖ୍ୟା
|
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ
|
20.09.2020 ସୁଦ୍ଧା ସକ୍ରିୟ ମାମଲା
|
20.09.2020 ସୁଦ୍ଧା ସମୁଦାୟ ସୁସ୍ଥ / ଡିସଚାର୍ଜ / ପ୍ରବାସୀ ମାମଲା
|
ମୋଟ
|
1010824
|
4303043
|
1
|
ମହାରାଷ୍ଟ୍ର
|
297866
|
857933
|
2
|
କର୍ଣ୍ଣାଟକ
|
98583
|
404841
|
3
|
ଆନ୍ଧ୍ର ପ୍ରଦେଶ
|
81763
|
530711
|
4
|
ଉତ୍ତର ପ୍ରଦେଶ
|
66874
|
276690
|
5
|
ତାମିଲନାଡୁ
|
46453
|
481273
|
6
|
କେରଳ
|
37535
|
92951
|
7
|
ଛତିଶଗଡ
|
37489
|
46081
|
8
|
ଓଡିଶା
|
33202
|
141657
|
9
|
ଦିଲ୍ଲୀ
|
32064
|
205890
|
10
|
ତେଲଙ୍ଗାନା
|
30573
|
139700
|
11
|
ଆସାମ
|
29362
|
125543
|
12
|
ପଶ୍ଚିମ ବଙ୍ଗ
|
24648
|
193014
|
13
|
ପଞ୍ଜାବ
|
22399
|
70373
|
14
|
ମଧ୍ୟ ପ୍ରଦେଶ
|
21964
|
79158
|
15
|
ହରିୟାଣା
|
21682
|
86150
|
16
|
ଜମ୍ମୁ-କଶ୍ମୀର
|
21281
|
40265
|
17
|
ରାଜସ୍ଥାନ
|
17997
|
93805
|
18
|
ଗୁଜରାଟ
|
16022
|
102444
|
19
|
ଝାଡଖଣ୍ଡ
|
13548
|
55697
|
20
|
ବିହାର
|
12629
|
153298
|
21
|
ଉତ୍ତରାଖଣ୍ଡ
|
12465
|
27142
|
22
|
ତ୍ରିପୁରା
|
6983
|
14810
|
23
|
ଗୋଆ
|
5920
|
21760
|
24
|
ପୁଡିଚେରୀ
|
4785
|
17209
|
25
|
ହିମାଚଳ ପ୍ରଦେଶ
|
4308
|
7484
|
26
|
ଚଣ୍ଡିଗଡ
|
2911
|
6766
|
27
|
ମେଘାଳୟ
|
2038
|
2483
|
28
|
ଅରୁଣାଚଳ ପ୍ରଦେଶ
|
1957
|
5280
|
29
|
ମଣିପୁର
|
1946
|
6723
|
30
|
ନାଗାଲାଣ୍ଡ
|
1206
|
4171
|
31
|
ଲଦାଖ
|
993
|
2666
|
32
|
ମିଜୋରାମ
|
588
|
990
|
33
|
ସିକ୍କିମ
|
426
|
1972
|
34
|
ଡିଏଣ୍ଡଡି ଏଣ୍ଡ ଡିଏଣ୍ଡ ଏନ
|
208
|
2677
|
35
|
ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ
|
156
|
3436
|
36
|
ଲକ୍ଷାଦୀପ
|
0
|
0
|
**********
(Release ID: 1657048)
Visitor Counter : 219
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam