ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭା ସାଂସଦ ଶ୍ରୀ ଅଶୋକ ଗସ୍ତୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 17 SEP 2020 11:50PM by PIB Bhubaneswar

ରାଜ୍ୟସଭା ସାଂସଦ ଶ୍ରୀ ଅଶୋକ ଗସ୍ତୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ରାଜ୍ୟସଭା ସାଂସଦ ଶ୍ରୀ ଅଶୋକ ଗସ୍ତୀ ଜଣେ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତା ଥିଲେ। ସେ କର୍ଣ୍ଣାଟକରେ ଦଳକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସମାଜର ଗରିବ ଏବଂ ଅବହେଳିତ ଶ୍ରେଣୀର ଲୋକଙ୍କ ସଶକ୍ତିକରଣ ପାଇଁ ସେ ଆଗ୍ରହୀ ଥିଲେ। ତାଙ୍କର ଦେହାନ୍ତ ମୋତେ ସ୍ତବ୍ଧ କରିଦେଇଛି ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନାଓମ୍ ଶାନ୍ତି, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

**********


(रिलीज़ आईडी: 1656606) आगंतुक पटल : 151
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam