ରାଷ୍ଟ୍ରପତିଙ୍କ ସଚିବାଳୟ

ଡଃ ଶଙ୍କର ଦୟାଲ ଶର୍ମାଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 19 AUG 2020 11:57AM by PIB Bhubaneswar

ପୂର୍ବତନ ରାଷ୍ଟ୍ରପତି ଡଃ ଶଙ୍କର ଦୟାଲ ଶର୍ମାଙ୍କ ଜନ୍ମ ବାର୍ଷିକୀରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି (19.08.2020) ରାଷ୍ଟ୍ରପତି ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନର ଅଧିକାରୀମାନେ ଡଃ ଶଙ୍କର ଦୟାଲ ଶର୍ମାଙ୍କ ପ୍ରତିଛବି ଆଗରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

**********


(रिलीज़ आईडी: 1647099) आगंतुक पटल : 196
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Tamil , Telugu