ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାରଗିଲ ବିଜୟ ଦିବସ ଅବସରରେ ସଶସ୍ତ୍ର ସେନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 26 JUL 2020 10:45AM by PIB Bhubaneshwar

କାରଗିଲ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ସେନା ପ୍ରତି ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି

“କାରଗିଲ ବିଜୟ ଦିବସ ଅବସରରେ ଆମେ ଆମ ସଶସ୍ତ୍ର ସେନାର ସାହସ ଓ ସଂକଳ୍ପକୁ ସ୍ମରଣ କରୁଛୁ, ଯେଉଁମାନେ କି 1999 ମସିହାରେ ଆମ ଦେଶକୁ ସୁରକ୍ଷିତ ରଖିଥିଲେ ସେମାନଙ୍କ ଏହି ସାହସ ଭବିଷ୍ୟତ ପିଢିକୁ ଅନୁପ୍ରାଣିତ କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********


(रिलीज़ आईडी: 1641425) आगंतुक पटल : 213
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam