ଇସ୍ପାତ ମନ୍ତ୍ରଣାଳୟ

ଇସ୍ପାତ ମନ୍ତ୍ରଣାଳୟ ସଚିବ ରୂପେ ପ୍ରଦୀପ କୁମାର ତ୍ରିପାଠୀଙ୍କ ଦାୟିତ୍ଵ ଗ୍ରହଣ

ପୋଷ୍ଟ କରାଯିବା ଦିନାଙ୍କ: 01 JUN 2020 3:22PM by PIB Bhubaneshwar

ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ସଚିବ ରୂପେ ଆଜି ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ଆଇଏଏସ (ଜମ୍ମୁ ଏବଂ କଶ୍ମୀର : 1987) ଦାୟିତ୍ଵ ଗ୍ରହଣ କରିଛନ୍ତି ଏହାପୂର୍ବରୁ ଶ୍ରୀ ତ୍ରିପାଠୀଙ୍କୁ ଡିଓପିଟିରେ ସ୍ୱତନ୍ତ୍ର ସଚିବ ଏବଂ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା

 

**********


(ରିଲିଜ ଆଡି: 1628406) ପରିଦର୍ଶକ କାଉଣ୍ଟର : 252
ଏହି ରିଲିଜ ପଢନ୍ତୁ : Punjabi , English , Urdu , Marathi , हिन्दी , Tamil , Telugu