ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
ବିଏସ 6ର ଏଲ 7 (ଚାରିଚକିଆ) ବର୍ଗ ପାଇଁ ନିର୍ଗମନ ସର୍ତ୍ତାବଳୀ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି
Posted On:
24 MAY 2020 5:56PM by PIB Bhubaneshwar
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ 22 ମେ 2020ରେ ବିଏସ 6 ଲାଗି ଏଲ 7 (ଚାରି ଚକିଆ) ଶ୍ରେଣୀର ନିର୍ଗମନ ମାନଦଣ୍ଡ ବିଷୟରେ ବିଜ୍ଞପ୍ତି ଜିଏସଆର 308 (ଇ) ଜାରି କରାଯାଇଛି । ଏହି ମାନଦଣ୍ଡ ବିଜ୍ଞପ୍ତି ଜାରି ହେବା ତାରିଖ ଠାରୁ ଲାଗୁ ହେବ । ଏହି ବିଜ୍ଞପ୍ତି ଭାରତରେ ସମସ୍ତ ଏଲ, ଏମ ଓ ଏନ ଶ୍ରେଣୀର ବାହନ ଲାଗି ବିଏସ 6ର ପ୍ରକ୍ରିୟାକୁ ପୂରଣ କରୁଛି । ନିର୍ଗମନ ମାନଦଣ୍ଡ ଡବ୍ଲ୍ୟୁଏମଟିସି ଚକ୍ର ସହିତ ୟୁରୋପୀୟୀ ସଂଘ ଅନୁରୂପ ଅଟେ। ପରୀକ୍ଷଣ ପ୍ରକ୍ରିୟା ଏଆଇଏସ 137-ଭାଗ 9ରେ ରଖାଯାଇଛି ।
***********
(Release ID: 1626631)
Visitor Counter : 322