ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଲାଇଫଲାଇନ ଉଡ଼ାନ ଅଧୀନରେ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଓ ଘରୋଇ ବିମାନ ସେବାପ୍ରଦାକାରୀଙ୍କ ଦ୍ଵାରା 392 ବିମାନ ଚଳାଚଳ

Posted On: 27 APR 2020 7:23PM by PIB Bhubaneshwar

ଲାଇଫଲାଇନ ଉଡ଼ାନ ଜରିଆରେ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଘରୋଇ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ଦ୍ଵାରା 392 ବିମାନ ଚଳାଚଳ କରିଛି ଏହା ଜରିଆରେ ବର୍ତ୍ତମାନସୁଦ୍ଧା 736.00 ଟନ ମାଲ ପରିବହନ କରାଯାଇଛି ଲାଇଫ ଲାଇନ ଉଡ଼ାନ ବିମାନଗୁଡ଼ିକ ଏବେ ସୁଦ୍ଧା 3,89,100 କିମି ଦୂରତା ଅତିକ୍ରମ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଉଡ଼ାନ ବିମାନ ଜରିଆରେ ଦେଶର ଉପାନ୍ତ ଅଞ୍ଚଳରେ କୋଭିଡ-19 ମୁକାବିଲା ନିମନ୍ତେ ଜରୁରି ଚିକିତ୍ସା ସାମଗ୍ରୀ ପରିବହନ କରାଯାଇଛି

ଉଡ଼ାନ ବିମାନ ଜରିଆରେ ତାରିଖ ୱାରୀ ଉଡ଼ାନ ବିମାନର ବିବରଣୀ :

S No

Date

Air India

Alliance

IAF

Indigo

SpiceJet

Total

1

26.3.2020

2

-

-

-

2

4

2

27.3.2020

4

9

1

-

-

14

3

28.3.2020

4

8

-

6

-

18

4

29.3.2020

4

9

6

-

-

19

5

30.3.2020

4

-

3

-

-

7

6

31.3.2020

9

2

1

-

-

12

7

01.4.2020

3

3

4

-

-

10

8

02.4.2020

4

5

3

-

-

12

9

03.4.2020

8

-

2

-

-

10

10

04.4.2020

4

3

2

-

-

9

11

05.4.2020

-

-

16

-

-

16

12

06.4.2020

3

4

13

-

-

20

13

07.4.2020

4

2

3

-

-

9

14

08.4.2020

3

-

3

-

-

6

15

09.4.2020

4

8

1

-

-

13

16

10.4.2020

2

4

2

-

-

8

17

11.4.2020

5

4

18

-

-

27

18

12.4.2020

2

2

-

-

-

4

19

13.4.2020

3

3

3

-

-

9

20

14.4.2020

4

5

4

-

-

13

21

15.4.2020

2

5

-

-

-

7

22

16.4.2020

9

-

6

-

-

15

23

17.4.2020

4

8

-

-

-

12

24

18.4.2020

5

-

9

-

-

14

25

19.4.2020

4

-

9

-

-

13

26

20.4.2020

8

4

3

-

-

15

27

21.4.2020

4

-

10

-

-

14

28

22.4.2020

4

-

5

-

-

9

29

23.4.2020

2

-

6

-

-

8

30

24.4.2020

5

4

12

-

-

21

31

25.4.2020

6

2

7

-

-

15

32

26.4.2020

6

-

3

-

-

9

 

Total

135

94

155

6

2

392

ଘରୋଇ ଲାଇଫଲାଇନ ଉଡ଼ାନ ବିମାନରେ କୋଭିଡ-19 ସଂକ୍ରାନ୍ତ ରିଜେଣ୍ଟ, ଏନଜାଇମ, ଚିକିତ୍ସା ସରଞ୍ଜାମ, ପରୀକ୍ଷଣ କିଟ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ମାସ୍କ, ଗ୍ଲୋବ୍ସ, ଏଚଏଲଏଳ ଆଇସିଏମଆରର ଅନ୍ୟ ସାମଗ୍ରୀ,  ରାଜ୍ୟ ସରକାରଙ୍କ ପାଇଁ ଆବଶ୍ୟକ ସାମଗ୍ରୀ, ଡାକ ପ୍ୟାକେଟ ଆଦି ପରିବହନ କରାଯାଇଛି ଉତ୍ତରପୂର୍ବାଞ୍ଚଳ କ୍ଷେତ୍ର, ଦ୍ଵୀପାଞ୍ଚଳ ପାର୍ବତ୍ୟାଞ୍ଚଳ ପ୍ରତି ବିଶେଷ ଗୁରୁତ୍ବ ଦିଆଯାଇଛି ଏୟାର ଇଣ୍ଡିଆ ଭାରତୀୟ ବାୟୁସେନା ମିଳିତ ଭାବେ ମୁଖ୍ୟତଃ ଜମ୍ମୁ କଶ୍ମୀର, ଲଦାଖ, ଉତ୍ତର-ପୂର୍ବ ଏବଂ ଅନ୍ୟ ଦ୍ଵୀପାଞ୍ଚଳ ପ୍ରତି ବିଶେଷ ଗୁରୁତ୍ଵ ଦେଇଛନ୍ତି

ଘରୋଇ ମାଲ ପରିବହନକାରୀ ସ୍ପାଇସ ଜେଟ, ବ୍ଲ୍ୟୁ ଡାର୍ଟ ଇଣ୍ଡିଗୋ ବିମାନ ବାଣିଜ୍ୟିକ ଭିତ୍ତିରେ ମାଲ ପରିବହନକାରୀ ବିମାନ ଚଳାଚଳ କରୁଛନ୍ତି ସ୍ପାଇସ ଜେଟ ପକ୍ଷରୁ 608 କାର୍ଗୋ ବିମାନ ଜରିଆରେ 24 ମାର୍ଚ୍ଚରୁ 26 ଏପ୍ରିଲ 2020 ମଧ୍ୟରେ 10,69,071 କିମି ଦୂରତା ଅତିକ୍ରମ କରିବା ସହିତ 4,428 ଟନ କାର୍ଗୋ ପରିବହନ କରାଯାଇଛି ଏଥିମଧ୍ୟରୁ 216ଟି ଅନ୍ତର୍ଜାତୀୟ କାର୍ଗୋ ବିମାନ ଚଳାଚଳ କରିଛି 25 ମାର୍ଚ୍ଚରୁ 26 ଏପ୍ରିଲ ମଧ୍ୟରେ ବ୍ଲୁ ଡାର୍ଟ ପକ୍ଷରୁ 211ଟି କାର୍ଗୋ ବିମାନ ଜରିଆରେ 2,28,085 କିମି ଦୂରତା ଅତିକ୍ରମ କରାଯାଇ 3481 ଟନ ମାଲ ପରିବହନ କରାଯାଇଛି ଏଥିମଧ୍ୟରେ 10ଟି ଅନ୍ତର୍ଜାତୀୟ ମାଲ ପରିବହନକାରୀ ବିମାନ ରହିଛି ଇଣ୍ଡିଗୋ ପକ୍ଷରୁ 3ରୁ 26 ଏପ୍ରିଲ 2020 ମଧ୍ୟରେ 50ଟି କାର୍ଗୋ ବିମାନ 77,996 କିମି ଦୂରତା ଅତିକ୍ରମ କରି 185ଟନ ମାଲ ପରିବହନ କରିଛି ଏବଂ ଏଥିରେ 17ଟି ଅନ୍ତର୍ଜାତୀୟ ବିମାନ ରହିଛି 19-26 ଏପ୍ରିଲ 2020 ମଧ୍ୟରେ ଭିସ୍ତାରା 12ଟି କାର୍ଗୋ ବିମାନ ଜରିଆରେ 16,952 କିମି ଦୂରତା ଅତିକ୍ରମ କରିବା ସହିତ 82 ଟନ କାର୍ଗୋ ପରିବହନ କରିଛି

ଅନ୍ତର୍ଜାତୀୟ କ୍ଷେତ୍ର : ଔଷଧ, ଚିକିତ୍ସା ସରଞ୍ଜାବ ଏବଂ କୋଭିଡ-19 ରିଲିଫ ସାମଗ୍ରୀ ପରିବହନ ନିମନ୍ତେ ପୂର୍ବ ଏସିଆ ସହିତ ଏକ ବିମାନ ମାର୍ଗ ପ୍ରତିଷ୍ଠା କରାଯାଇଛି ଏୟାର ଇଣ୍ଡିଆ ଦ୍ଵାରା ବିଭିନ୍ନ ତାରିଖରେ ପରିବହନ କରାଯାଇଥିବା ଚିକିତ୍ସା ସାମଗ୍ରୀର ତାଲିକା ନିମ୍ନରେ ଦିଆଗଲା :

S No

Date

From

Quantity (Tons)

1

04.4.2020

Shanghai

21

2

07.4.2020

Hong Kong

06

3

09.4.2020

Shanghai

22

4

10.4.2020

Shanghai

18

5

11.4.2020

Shanghai

18

6

12.4.2020

Shanghai

24

7

14.4.2020

Hong Kong

11

8

14.4.2020

Shanghai

22

9

16.4.2020

Shanghai

22

10

16.4.2020

Hong Kong

17

11

16.4.2020

Seoul

05

12

17.4.2020

Shanghai

21

13

18.4.2020

Shanghai

17

14

18.4.2020

Seoul

14

15

18.4.2020

Guangzhou

04

16

19.4.2020

Shanghai

19

17

20.4.2020

Shanghai

26

18

21.4.2020

Shanghai

19

19

21.4.2020

Hong Kong

16

20

22.4.2020

Shanghai

26

21

23.4.2020

Hong Kong

10

22

23.4.2020

Guangzhou

51

23

24.4.2020

Guangzhou

50

24.

24.4.2020

Shanghai

19

25

25.4.2020

Guangzhou

61

26

25.4.2020

Shanghai

15

27

26.4.2020

Shanghai

19

28

26.4.2020

Guangzhou

20

 

 

Total

593

ଏହାଛଡ଼ା ବ୍ଲୁ ଡାର୍ଟ ପକ୍ଷରୁ 14ରୁ 26 ଏପ୍ରିଲ 2020 ମଧ୍ୟରେ ଗୁଆଙ୍ଗଝୋଉରୁ ପାଖାପାଖି 109 ଟନ ଚିକିତ୍ସା ସାମଗ୍ରୀ ପରିବହନ କରି ଭାରତରେ ପହଞ୍ଚାଇଥିଲା ବ୍ଲୁ ଡାର୍ଟ 25 ଏପ୍ରିଲ 2020ରେ ଶାଙ୍ଘାଇରୁ 5ଟନ ଚିକିତ୍ସା ସରଞ୍ଜାମ ଆଣିଥିଲା ସ୍ପାଇସଜେଟ ମଧ୍ୟ 26 ଏପ୍ରିଲ 2020ରେ ଶାଙ୍ଘାଇରୁ 140 ଟନ ଚିକିତ୍ସା ସରଞ୍ଜାମ ଏବଂ ହଂକଂ ସିଙ୍ଗାପୁରରୁ 13 ଟନ ଚିକିତ୍ସା ସରଞ୍ଜାମ ଆଣିଥିଲା 

*************



(Release ID: 1618792) Visitor Counter : 154