ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

14 ଏପ୍ରିଲ 2020 ସକାଳ 10ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2020 3:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଏପ୍ରିଲ 2020ରେ ସକାଳ 10ଟା ବେଳେ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଟ୍ୱିଟ ଜରିଆରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଏପ୍ରିଲ 2020ରେ ସକାଳ 10ଟା ବେଳେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ।”

 

**********


(ରିଲିଜ ଆଡି: 1613958) ପରିଦର୍ଶକ କାଉଣ୍ଟର : 275