ପୋଷ୍ଟ କରାଯିବା ଦିନାଙ୍କ:
23 NOV 2026 2:44PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମୃଦ୍ଧିକୁ ବଜାୟ ରଖୁଥିବା ଅତ୍ୟାବଶ୍ୟକ ଗୁଣ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
ଧୃତିର୍ଦାକ୍ଷଂ ସଂୟମୋ ବୁଦ୍ଧିରକ୍ୟା ଧୈର୍ଯ୍ୟ ଶୋର୍ଯ୍ୟ ଦେଶକାଳେପ୍ରମାଦଃ ।
ସ୍ବଳ୍ପସ୍ୟ ବା ମହତୋ ବାପି ବୃଦ୍ଧୌ ଧନସୌତାନ୍ୟଷ୍ଟ ସମିନ୍ଧନାନି ।।
ଏହି ପଦଟି ରେଖାଙ୍କିତ କରେ ଯେ ଅଧ୍ୟବସାୟ, ଦକ୍ଷତା, ଆତ୍ମସଂଯମ, ତୀକ୍ଷ୍ଣ ବୁଦ୍ଧି, ସାହସ, ବୀରତ୍ୱ, ସଠିକ୍ ସ୍ଥାନ ଏବଂ ସମୟ ବିଷୟରେ ସଚେତନତା ଏବଂ ସତର୍କତା-ଏହି ଆଠଟି କାରଣ ଯାହା ସମ୍ପତ୍ତିର ବୃଦ୍ଧିରେ ଯୋଗଦାନ କରେ, ତାହା ଛୋଟ ହେଉ କିମ୍ବା ବଡ଼ ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଧୃତିର୍ଦାକ୍ଷଂ ସଂୟମୋ ବୁଦ୍ଧିରକ୍ୟା ଧୈର୍ଯ୍ୟ ଶୋର୍ଯ୍ୟ ଦେଶକାଳେପ୍ରମାଦଃ ।
ସ୍ବଳ୍ପସ୍ୟ ବା ମହତୋ ବାପି ବୃଦ୍ଧୌ ଧନସୌତାନ୍ୟଷ୍ଟ ସମିନ୍ଧନାନି ।।
HS