ପୋଷ୍ଟ କରାଯିବା ଦିନାଙ୍କ:
15 NOV 2026 3:31PM by PIB Bhubaneswar
ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ୍ ନଭେମ୍ବର ୧୬ ତାରିଖରେ ଓଡ଼ିଶା ଗସ୍ତରେ ଯିବେ।
ଉପରାଷ୍ଟ୍ରପତି ଭୁବନେଶ୍ୱରରେ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ
ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏହି ଗସ୍ତ ସମୟରେ କଟକ ସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର ଉଦ୍ଘାଟନ ମଧ୍ୟ କରିବେ ।
SR