ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କର୍କଟ ଚିକିତ୍ସାର ବୋଝ ହ୍ରାସ କରିବା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଦିଗରେ ଭାରତର ପଦକ୍ଷେପ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 NOV 2026 2:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।

ଏହି ନିବନ୍ଧରେ ଦର୍ଶାଯାଇଛି ଯେ କିପରି କର୍କଟରୋଧୀ ଔଷଧର ମୂଲ୍ୟ ହ୍ରାସ କରିବା ଠାରୁ ଆରମ୍ଭ କରି କର୍କଟ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ପର୍ଯ୍ୟନ୍ତ, ରୋଗୀ ଏବଂ ସେମାନଙ୍କ ପରିବାର ଉପରେ ବୋଝ ହ୍ରାସ କରିବା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି। 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି: 

"ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ଉପଲବ୍ଧତା କଦାପି ସାମର୍ଥ୍ୟ ଦ୍ୱାରା ସୀମିତ ହେବା ଉଚିତ ନୁହେଁ। 

କର୍କଟରୋଧୀ ଔଷଧର ମୂଲ୍ୟ ହ୍ରାସ କରିବା ଠାରୁ ଆରମ୍ଭ କରି କର୍କଟ ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ପର୍ଯ୍ୟନ୍ତ, ରୋଗୀ ଏବଂ ସେମାନଙ୍କ ପରିବାର ଉପରେ ବୋଝ ହ୍ରାସ କରିବା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି। 

ଏହି ଲେଖାଟିକୁ ପଢନ୍ତୁ ! https://hindustantimes.com/opinion/when-cancer-hits-the-cost-of-treatment-shouldn-t-bite-101794509358328.html”

HS


(ରିଲିଜ ଆଡି: 2336108) ପରିଦର୍ଶକ କାଉଣ୍ଟର : 8