ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବସ୍ତରର କୋବ୍ରା ଅପରେସନ ବେସରେ ମିଠା ବଣ୍ଟନ କରିବା ସହ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 NOV 2026 2:49PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ର କରଣପୁର, ବସ୍ତରସ୍ଥିତ କୋବ୍ରା ଅପରେସନ ବେସରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ଏବଂ ଏହି ଉତ୍ସବ ଅବସରରେ ସେମାନଙ୍କୁ ମିଠା ବଣ୍ଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଉତ୍ସବର ଝଲକ ସେୟାର କରି କହିଥିଲେ ଯେ ଯେଉଁମାନେ ଦେଶକୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ଦୀପାବଳି ଅଧିକ ମଧୁର।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ଯେଉଁମାନେ ଆମକୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ଦୀପାବଳି ଅଧିକ ମଧୁର! #Bastar #NaxalFreeIndia"

HS


(ରିଲିଜ ଆଡି: 2334489) ପରିଦର୍ଶକ କାଉଣ୍ଟର : 14