ପୋଷ୍ଟ କରାଯିବା ଦିନାଙ୍କ:
26 OCT 2026 12:15PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗ ସଦସ୍ୟ ତଥା ପୂର୍ବତନ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।
ଏହି ନିବନ୍ଧରେ ଶ୍ରୀ ରାଜୀବ ଗୌବା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସରକାରୀ କାର୍ଯ୍ୟକାଳ ଭିତ୍ତିଭୂମିର ଯୋଜନା ଏବଂ ବିତରଣକୁ ନୂଆ ରୂପ ଦେଇଛି। ଏହା ଦର୍ଶାଏ ଯେ ବ୍ୟକ୍ତିଗତ ପ୍ରକଳ୍ପଗୁଡ଼ିକ ଠାରୁ ଆଗକୁ ଯାଇ, ଏକ ସମନ୍ୱିତ, ନାଗରିକ-କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଧ୍ୟାନ ଦିଆଯାଇଛି ଯାହା ସଂଯୋଗ, ଜୀବନଧାରଣର ସହଜତା ଏବଂ ଆର୍ଥିକ ଉତ୍ପାଦକତାରେ ଉନ୍ନତି ଆଣିଥାଏ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ କରିଛି:
"ନୀତି ଆୟୋଗର ସଦସ୍ୟ ତଥା ପୂର୍ବତନ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସରକାରୀ କାର୍ଯ୍ୟକାଳ ଭିତ୍ତିଭୂମିର ଯୋଜନା ଏବଂ ବିତରଣକୁ ନୂଆ ରୂପ ଦେଇଛି।
ବ୍ୟକ୍ତିଗତ ପ୍ରକଳ୍ପଠାରୁ ଆଗକୁ ଯାଇ, ଏକ ସମନ୍ୱିତ, ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ଉପରେ ଧ୍ୟାନ ଦିଆଯାଇଛି ଯାହା ସଂଯୋଗ, ସହଜ ଜୀବନଯାପନ ଏବଂ ଆର୍ଥିକ ଉତ୍ପାଦନଶୀଳତାକୁ ଉନ୍ନତ କରିଥାଏ।
https://indianexpress.com/article/opinion/columns/narendra-modi-gati-shakti-infrastructure-growthv-10936571/lite/
HS