ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରବୀଣ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 OCT 2026 12:55PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବୀଣ ଶର୍ମାଙ୍କୁ ଏସୀୟ ପାରା ଗେମ୍ସର ପୁରୁଷ ଶଟ୍ ପୁଟ୍ ଏଫ୧୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସଫଳତା ତାଙ୍କର ସାହସ, ପ୍ରସ୍ତୁତି ଏବଂ ନିଷ୍ଠାର ପ୍ରତିଫଳନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;

“ଏସୀୟ ପାରା ଗେମ୍ସର ପୁରୁଷ ଶଟ୍ ପୁଟ୍ ଏଫ୍‌୧୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରବୀଣ ଶର୍ମାଙ୍କୁ ଅଭିନନ୍ଦନ । ଏହି ସଫଳତା ତାଙ୍କର ସାହସ, ପ୍ରସ୍ତୁତି ଏବଂ ନିଷ୍ଠାର ପ୍ରତିଫଳନ ଅଟେ । ତାଙ୍କର ଭବିଷ୍ୟତର ପ୍ରୟାସ ପାଇଁ ମୋର ଶୁଭକାମନା : PM @narendramodi"

 

SR


(ରିଲିଜ ଆଡି: 2327213) ପରିଦର୍ଶକ କାଉଣ୍ଟର : 9