ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁପିଏସସି ର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରି କ୍ୟାପ୍ଟେନ୍ ସ୍ମିଟ୍ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 OCT 2026 5:34PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁ. ପି. ଏସ୍. ସି. ର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରି କହିଥିଲେ ଯେ କ୍ୟାପ୍ଟେନ୍ ସ୍ମିଟ୍ ମଚ୍ଛର୍ ବିଶ୍ୱକୁ ସାହସିକତାର ସର୍ବୋଚ୍ଚ ରୂପ ପ୍ରଦର୍ଶନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଜ ଜୀବନକୁ ଭୟ ନକରି କ୍ୟାପଟେନ ମଛର ସାହସିକତାର ସହ ଲଢ଼ିଥିଲେ ଏବଂ ସେପ୍ଟେମ୍ବର ୧୧ ଭଳି ଆଉ ଏକ ଆକ୍ରମଣକୁ ରୋକିବାରେ ସକ୍ଷମ ହୋଇଥିଲେ।
ଶ୍ରୀ ମୋଦୀ କହିଥିଲେ ଯେ ୧୪୦ କୋଟି ଭାରତୀୟ କ୍ୟାପଟେନ ସ୍ମିଟ୍ ମଚ୍ଛରଙ୍କୁ ଅଭିବାଦନ ଜଣାଉଛନ୍ତି ଏବଂ ତାଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"କ୍ୟାପ୍ଟେନ୍ ସ୍ମିଟ୍ ମଚ୍ଛର୍ ବିଶ୍ୱକୁ ସାହସର ସର୍ବୋଚ୍ଚ ରୂପ ପ୍ରଦର୍ଶନ କରିଛନ୍ତି।
ନିଜ ଜୀବନକୁ ଭୟ ନକରି ସେ ବୀରତ୍ୱର ସହ ଲଢ଼ିଥିଲେ ଏବଂ ସେପ୍ଟେମ୍ବର ୧୧ ଭଳି ଆଉ ଏକ ଆକ୍ରମଣକୁ ରୋକିବାରେ ସଫଳ ହୋଇଥିଲେ।
୧୪୦ କୋଟି ଭାରତୀୟ କ୍ୟାପଟେନ ସ୍ମିଟଙ୍କୁ ସାଲ୍ୟୁଟ କରୁଛନ୍ତି ଏବଂ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି ।’’
HS
(ରିଲିଜ ଆଡି: 2319263)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Malayalam
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada