ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗାନ୍ଧୀ ସ୍ମୃତିରେ ପ୍ରାର୍ଥନା ସଭାରେ ଯୋଗଦେଇ ବାପୁଙ୍କ କାଳଜୟୀ ବାର୍ତ୍ତାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2026 8:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ କାଳଜୟୀ ବାର୍ତ୍ତାକୁ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବ ବନ୍ଧୁମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା।

ଏକ୍ସ ଉପରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

"ଗାନ୍ଧୀ ସ୍ମୃତିରେ ପ୍ରାର୍ଥନା ସଭାରେ ଯୋଗ ଦେଲି। ଆମେ ବାପୁଙ୍କ କାଳଜୟୀ ବାର୍ତ୍ତାକୁ ମନେ ପକାଇଲୁ।

ଏକ ପ୍ରମୁଖ ଆକର୍ଷଣ ଥିଲା ମୋର ଯୁବ ବନ୍ଧୁମାନଙ୍କ ସହ ବାର୍ତ୍ତାଳାପ ।

HS


(ରିଲିଜ ଆଡି: 2319205) ପରିଦର୍ଶକ କାଉଣ୍ଟର : 6