ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରୋଶ ହାଶାନା ଅବସରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ଇସ୍ରାଏଲବାସୀ ଓ ବିଶ୍ୱର ଯିହୁଦୀ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:52AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଶ ହାଶାନା ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ, ଇସ୍ରାଏଲବାସୀ ଏବଂ ସମଗ୍ର ବିଶ୍ୱର ଯିହୁଦୀ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ଯେ, ନୂଆ ବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଆଶା, ସୁସ୍ଥ ସ୍ୱାସ୍ଥ୍ୟ ଓ ନିରନ୍ତର ପ୍ରଗତିରେ ପରିପୂର୍ଣ୍ଣ ହେଉ।

 

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି;

 

“ଶାନା ଟୋଭା!

 

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ଇସ୍ରାଏଲବାସୀ ଏବଂ ସମଗ୍ର ବିଶ୍ୱର ଯିହୁଦୀ ସମ୍ପ୍ରଦାୟକୁ ରୋଶ ହାଶାନାର ହାର୍ଦ୍ଦିକ ଶୁଭେଚ୍ଛା।

 

ନୂଆ ବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ଆଶା, ସୁସ୍ଥ ସ୍ୱାସ୍ଥ୍ୟ ଓ ନିରନ୍ତର ପ୍ରଗତିରେ ପରିପୂର୍ଣ୍ଣ ହେଉ।”

 

 

*****

MT


(ରିଲିଜ ଆଡି: 2315760) ପରିଦର୍ଶକ କାଉଣ୍ଟର : 12