ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ଅଭିବୃଦ୍ଧି ଏବଂ ସମୃଦ୍ଧିକୁ ଆଗେଇ ନେବାରେ 'ମେକ୍ ଇନ୍ ଇଣ୍ଡିଆ ’ ର ଭୂମିକା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2026 12:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ମେକ୍ ଇନ୍ ଇଣ୍ଡିଆ ’ ପଦକ୍ଷେପର ୧୨ ବର୍ଷ ପୂରଣ ଅବସରରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ 'ମେକ୍ ଇନ୍ ଇଣ୍ଡିଆ ’ ହେଉଛି ଭିତ୍ତିଭୂମି, ଉଦ୍ୟୋଗ ଏବଂ ନବସୃଜନ ସୃଷ୍ଟି କରିବା, ଯାହା ଭାରତକୁ ଅଭିବୃଦ୍ଧି ଏବଂ ସମୃଦ୍ଧ କରିବାରେ ସହାୟକ ହେବ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ସେୟାର କରି ପୋଷ୍ଟ କରିଛନ୍ତି:
"ମେକ୍ ଇନ୍ ଇଣ୍ଡିଆ" ହେଉଛି ଭିତ୍ତିଭୂମି, ଉଦ୍ୟୋଗ ଏବଂ ନବସୃଜନ ସୃଷ୍ଟି କରିବା ଯାହା ଭାରତକୁ ଅଭିବୃଦ୍ଧି ଏବଂ ସମୃଦ୍ଧ କରିବାରେ ସାହାଯ୍ୟ କରେ !
#12YearsOfMakeInIndia"
HS
(ରିଲିଜ ଆଡି: 2315583)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam