ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଧର୍ମ, ଜ୍ଞାନ ଏବଂ ଅହିଂସାର ଗୁଣ ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2026 11:31AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧର୍ମ, ଜ୍ଞାନ ଏବଂ ଅହିଂସାର ଗୁଣ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି `

‘‘ସ୍ବାଧୀନୈବ ସମୃଦ୍ଧିର୍ଜନେପଜୀତ୍ବମୁଛ୍ରୟଶଛାୟା ।

ସପ୍ତୁଂଶୋ ମରୁଭୂରିବ ଜୀବନମାତ୍ରଂ ସମାଶାସ୍ୟମ୍‍ ।।’’

ଏହା ଏହି ବାର୍ତ୍ତା ପ୍ରଦାନ କରେ ଯେ ଧର୍ମ ସର୍ବୋଚ୍ଚ ମଙ୍ଗଳ ଆଡ଼କୁ ନେଇଯାଏ, କ୍ଷମା ସର୍ବୋଚ୍ଚ ଶାନ୍ତି ଆଣିଥାଏ, ଜ୍ଞାନ ସର୍ବୋଚ୍ଚ ପୂର୍ଣ୍ଣତା ଦେଇଥାଏ, ଏବଂ ଅହିଂସା ହେଉଛି ପ୍ରକୃତ ସୁଖର ଉତ୍ସ ।

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:

ଏକୋ ଧର୍ମଃ ପରଂ ଶ୍ରେୟଃ କ୍ଷମେକା ଶାନ୍ତିରୁତମା ।

ବିଦୌକା ପରମା ତୃପ୍ତିରହିଂଶୈକା ସୁଖାବବହା ।।

HS


(ରିଲିଜ ଆଡି: 2313717) ପରିଦର୍ଶକ କାଉଣ୍ଟର : 16