ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁପିଆଇ ର ଏକ ଦଶନ୍ଧି ପୂରଣ ହେବା ଅବସରରେ ନିଜର ୟୁପିଆଇ ଅଭିଜ୍ଞତା ସେୟାର କରିବା ପାଇଁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 AUG 2026 11:12AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ର ପରିବର୍ତ୍ତନଶୀଳ ଯାତ୍ରାକୁ ସ୍ମରଣ କରିଥିଲେ, ଯାହା ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ଭାରତର ଡିଜିଟାଲ ପେମେଣ୍ଟ ଯାତ୍ରାରେ ଏକ ପ୍ରମୁଖ ମୋଡ଼ ଥିଲା।
ଗତ ଦଶ ବର୍ଷ ମଧ୍ୟରେ ୟୁ. ପି. ଆଇ. ଦ୍ୱାରା ହାସଲ କରାଯାଇଥିବା ପରିମାଣ ଏବଂ ପ୍ରସାର ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାର ଉଲ୍ଲେଖନୀୟ ଯାତ୍ରା ଏପରି କିଛି ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ କରିପାରିବେ। ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ୟୁ. ପି. ଆଇ. ବ୍ୟବହାର କରିବାର ଅଭିଜ୍ଞତା ଏବଂ ଏହା ସେମାନଙ୍କ ଦୈନନ୍ଦିନ ଜୀବନକୁ କିପରି ପ୍ରଭାବିତ କରିଛି ତାହା ବାଣ୍ଟିବା ପାଇଁ ଆମନ୍ତ୍ରଣ କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଏକ ଦଶନ୍ଧି ପୂର୍ବରୁ, ୟୁପିଆଇ ଆରମ୍ଭ କରାଯାଇଥିଲା, ଯାହା ଭାରତର ଡିଜିଟାଲ୍ ପେମେଣ୍ଟ ଯାତ୍ରାରେ ଏକ ପ୍ରମୁଖ ମୋଡ଼ ଚିହ୍ନିତ କରିଥିଲା।
ୟୁ. ପି. ଆଇ. ର ବ୍ୟାପକ ପରିମାଣ ଏବଂ ଏହାର ପ୍ରସାର ଏପରି ଏକ ବିଷୟ ଯାହା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ କରିବା ଉଚିତ।
ୟୁ. ପି. ଆଇ. ର ବ୍ୟାପକ ପରିମାଣ ଏବଂ ଏହାର ପ୍ରସାର ଏପରି ଏକ ବିଷୟ ଯାହା ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ କରିବା ଉଚିତ।
#10YearsOfUPI
HS
(ରିଲିଜ ଆଡି: 2303596)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
Malayalam
,
English
,
Gujarati
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Tamil
,
Telugu
,
Kannada