ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶିତ କରି ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
06 AUG 2026 10:28PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସମୃଦ୍ଧ ଏବଂ ବିବିଧ ହସ୍ତତନ୍ତ ପରମ୍ପରାକୁ ପ୍ରୋତ୍ସାହିତ କରି ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି, "ସୋସିଆଲ ମିଡିଆରେ ଜିଆରଡବ୍ଲ୍ୟୁଏମ ଭିଡିଓ ସମେତ ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦ ସହିତ ନିଜର ଭିଡିଓ ସେୟାର କରନ୍ତୁ।
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି;
ଅଗଷ୍ଟ ୭ ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଆସନ୍ତୁ, ଭାରତର ହସ୍ତତନ୍ତ ବିବିଧତାକୁ ଲୋକପ୍ରିୟ କରିବା।
ସାମାଜିକ ଗଣମାଧ୍ୟମରେ ଜି. ଆର୍. ଡବ୍ଲ୍ୟୁ. ଏମ୍. ଭିଡିଓ ସମେତ ନିଜର ପ୍ରିୟ ହସ୍ତତନ୍ତ ଉତ୍ପାଦଗୁଡ଼ିକ ସହିତ ନିଜର ଭିଡିଓଗୁଡ଼ିକୁ ଅଂଶୀଦାର କରନ୍ତୁ।
#NationalHandloomDay ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ।
HS
(रिलीज़ आईडी: 2295934)
आगंतुक पटल : 3
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam