ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରମ ପୂଜ୍ୟ ଦଲାଇ ଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
06 JUL 2026 12:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରମ ପୂଜ୍ୟ ଦଲାଇ ଲାମାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରମ ପୂଜ୍ୟ ଦଲାଇ ଲାମାଙ୍କ ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ସମଗ୍ର ବିଶ୍ୱର ଲୋକମାନଙ୍କ ପାଇଁ ଏକ ପଥପ୍ରଦର୍ଶକ ଶକ୍ତି ହୋଇ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି:
“ପରମ ପୂଜ୍ୟ ଦଲାଇ ଲାମାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ସମଗ୍ର ବିଶ୍ୱର ଲୋକମାନଙ୍କ ପାଇଁ ଏକ ପଥପ୍ରଦର୍ଶକ ଶକ୍ତି ହୋଇ ରହିଛି। ତାଙ୍କର ନୈତିକ ଓ ଆଧ୍ୟାତ୍ମିକ ଶକ୍ତି, ଏବଂ ବିଶ୍ୱ କଲ୍ୟାଣ ପ୍ରତି ତାଙ୍କର ସମର୍ପଣ ପ୍ରଶଂସନୀୟ। ମୁଁ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରୁଛି।”
“ପରମ ପୂଜ୍ୟ ଦଲାଇ ଲାମାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ସମଗ୍ର ବିଶ୍ୱର ଲୋକମାନଙ୍କ ପାଇଁ ଏକ ପଥପ୍ରଦର୍ଶକ ଶକ୍ତି ହୋଇ ରହିଛି। ତାଙ୍କର ନୈତିକ ଓ ଆଧ୍ୟାତ୍ମିକ ଶକ୍ତି ଏବଂ ବିଶ୍ୱ କଲ୍ୟାଣ ପ୍ରତି ତାଙ୍କର ସମର୍ପଣ ପ୍ରଶଂସନୀୟ। ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି।” @DalaiLama
— ନରେନ୍ଦ୍ର ମୋଦୀ (@narendramodi) ଜୁଲାଇ 6, 2026
*****
MT
(रिलीज़ आईडी: 2285331)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam